ଈଶ୍ଵର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ପରମେଶ୍ଵର
  • ପରଂବ୍ରହ୍ମ
  • ଶିବ; ମହାଦେବ
  • କନ୍ଦର୍ପ
  • ପ୍ରଭବାଦି ମଧ୍ୟରେ ଏକାଦଶ ବତ୍ସର
  • ଅଧୀଶ୍ଵର
  • ସ୍ଵାମୀ; ପ୍ରଭୁ
  • ରାଜା
  • ବିଷ୍ଣୁ
  • ବଡ଼ଲୋକ
  • ଧନୀବ୍ୟକ୍ତି

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ସମର୍ଥ
  • ଶ୍ରେଷ୍ଠ; ପ୍ରଧାନ
  • କ୍ଷମତାଶାଳୀ
  • ଧନୀ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଲୋକଙ୍କ ନାମ