ଲଢେଇ
ଲଢେଇ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରଣନ)[ସମ୍ପାଦନା]
- ୧. ଯୁଦ୍ଧ —୧. Battle.
- ୨. ସଂଘର୍ଷ —୨. Contact.
(ଉ—ନୁତନ ଲଢ଼ାଇ ଲୋଡ଼ ଥାଉ କବିସୂର୍ଯ୍ୟ. ସଙ୍ଗୀତ )
- ୩. ପରସ୍ପର ପ୍ରତିଘାତ; ଟକ୍କର —୩. Collision.
- ୪. ବାକ୍ଯୁଦ୍ଧ (ହିନ୍ଦୀ - ଶ) —୪. Wordy fight.
- ୫. ପ୍ରତି— ଯୋଗିତା —୨. Rivarly; emulation.