ଲଢେଇ

ଉଇକିଅଭିଧାନ‌ରୁ

ଲଢେଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରଣନ)[ସମ୍ପାଦନା]

୧. ଯୁଦ୍ଧ —୧. Battle.
୨. ସଂଘର୍ଷ —୨. Contact.

(ଉ—ନୁତନ ଲଢ଼ାଇ ଲୋଡ଼ ଥାଉ କବିସୂର୍ଯ୍ୟ. ସଙ୍ଗୀତ )

୩. ପରସ୍ପର ପ୍ରତିଘାତ; ଟକ୍କର —୩. Collision.
୪. ବାକ୍ଯୁଦ୍ଧ (ହିନ୍ଦୀ - ଶ) —୪. Wordy fight.
୫. ପ୍ରତି— ଯୋଗିତା —୨. Rivarly; emulation.