ପାରୁଆ
ଦେଖଣା
ପାରୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଫୁ. (ସଂସ୍କୃତ - ପାରାବତ)
[ସମ୍ପାଦନା]- ୧. ପାରାବତ; କୁବୁତର — ୧. Pigeon.
ହଂସ ହରକ ମୟୁର ପାରୁଆରବୀ - ଶଶୀସେଣା
- ୨. (ସଂସ୍କୃତ - ପାର୍ଦ୍ଦତ) ପବୁଆ ମାଛ; ପାବତା ମାଛ — ୨. Butter fish.
ଦେଶଜ - ବିଶେଷଣ -
[ସମ୍ପାଦନା]ବଳିଷ୍ଠ; ପାରିବା — Strong; able; competent.
ସେମାନେ କ ଏଡ଼େ ପାରୁଅ ହେଲେ ତୁମ୍ଭକୁ ଜିଣିଲେ— ଫକୀରମୋହନ. ଛମାଣ ଆଠଗୁଣ୍ଠ