Jump to content

ପାରୁଆ

ଉଇକିଅଭିଧାନ‌ରୁ

ପାରୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଫୁ. (ସଂସ୍କୃତ - ପାରାବତ)[ସମ୍ପାଦନା]

୧. ପାରାବତ; କୁବୁତର — ୧. Pigeon.

ହଂସ ହରକ ମୟୁର ପାରୁଆରବୀ - ଶଶୀସେଣା

୨. (ସଂସ୍କୃତ - ପାର୍ଦ୍ଦତ) ପବୁଆ ମାଛ; ପାବତା ମାଛ — ୨. Butter fish.

ଦେଶଜ - ବିଶେଷଣ -[ସମ୍ପାଦନା]

ବଳିଷ୍ଠ; ପାରିବା — Strong; able; competent.

ସେମାନେ କ ଏଡ଼େ ପାରୁଅ ହେଲେ ତୁମ୍ଭକୁ ଜିଣିଲେ— ଫକୀରମୋହନ. ଛମାଣ ଆଠଗୁଣ୍ଠ