ବାଉଁ
ଦେଖଣା
ବାଉଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାଉଁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ବ୍ୟାମ)—ବେଁ —୧. Fathom.
- ୨. ବାମପାର୍ଶ୍ୱ —୨. Left side.
ଦେଶଜ - ବିଶେଷଣ - (ସଂସ୍କୃତ - ବାମ)
[ସମ୍ପାଦନା]- ୧. ବାମ — ୧. Left (side).
ଅନୁବାଦ
[ସମ୍ପାଦନା]ବାଉଁ
|
ବୈଦେଶିକ - ବିଶେଷ୍ୟ - (ଜାହାଜିଆ ଶବ୍ଦ)
[ସମ୍ପାଦନା]- ୩. ହାତ ଜଳର ଗଭୀରତାର ମାପ; ବାମ୍ —(natural) A unit of measuring the depth of water; fathom.