ବାଉଁ

ଉଇକିଅଭିଧାନ‌ରୁ

ବାଉଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ବ୍ୟାମ)—ବେଁ —୧. Fathom.
୨. ବାମପାର୍ଶ୍ୱ —୨. Left side.

ଦେଶଜ - ବିଶେଷଣ - (ସଂସ୍କୃତ - ବାମ)[ସମ୍ପାଦନା]

୧. ବାମ — ୧. Left (side).


ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଜାହାଜିଆ ଶବ୍ଦ)[ସମ୍ପାଦନା]

୩. ହାତ ଜଳର ଗଭୀରତାର ମାପ; ବାମ୍ —(natural) A unit of measuring the depth of water; fathom.