ମଣି ମଙ୍ଗଳ ସୂତ୍ର
ଦେଖଣା
ମଣି ମଙ୍ଗଳ ସୂତ୍ର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ)
[ସମ୍ପାଦନା]ରାଜ ପରିବାରରେ ବା ସମ୍ଭାନ୍ତ ପରିବାରରେ ବିବାହ ବେଦୀ ଉପରେ ହାତଗଣ୍ଠି ପଡ଼ିବା ପରେ କନ୍ୟା ହାତରେ ପିନ୍ଧିବା ଦୁଇଗୋଟି ଅଳଙ୍କାର —Two oraments worn in the hand by a bride of a Raja's or gentleman's family on the marriage alter after the ceremony of tying the nuptial knot.