ମଣି ମଙ୍ଗଳ ସୂତ୍ର

ଉଇକିଅଭିଧାନ‌ରୁ

ମଣି ମଙ୍ଗଳ ସୂତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ)[ସମ୍ପାଦନା]

ରାଜ ପରିବାରରେ ବା ସମ୍ଭାନ୍ତ ପରିବାରରେ ବିବାହ ବେଦୀ ଉପରେ ହାତଗଣ୍ଠି ପଡ଼ିବା ପରେ କନ୍ୟା ହାତରେ ପିନ୍ଧିବା ଦୁଇଗୋଟି ଅଳଙ୍କାର —Two oraments worn in the hand by a bride of a Raja's or gentleman's family on the marriage alter after the ceremony of tying the nuptial knot.