ନିଗର
ଦେଖଣା
ନିଗର
ଉଚ୍ଚାରଣ
[ସମ୍ପାଦନା](ନିଗାର—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନି+ଗୃ ଧାତୁ=ଗିଳିବା, ଖାଇବା+ଭାବ. ଅ)
[ସମ୍ପାଦନା]- ୧. ଭୋଜନ —୧. Eating.
- ୨. ଗିଳିବା; ଗଳାଧଃକରଣ — ୨. Swallowing; gulping; devouring.
- ୩. (+କରଣ. ଅ) ତୋଟି; ଗଳାଦେଶ — ୩. Throat.
- ୪. ନିଗଣ; ହୋମଧୁମ —୪. The smoke issuing from a sacrificial fire.
- ୫. ଏକ ସମାନ ଓଜନର ୫୫:ଟି ମୋତିର ସମୂହ (ହିନ୍ଦୀ - ଶ.) — ୫. An aggregate of ୫୫ pearls of the same weight.
ପ୍ରାଦେଶିକ - (ଯାଜପୁର)ବିଶେଷଣ -
[ସମ୍ପାଦନା]ଖାଣ୍ଟି —Genuine.
ଦେଶଜ - ବିଶେଷଣ -
[ସମ୍ପାଦନା]ନିଶ୍ଚିତ —Certain; definite.