ନିଗର

ଉଇକିଅଭିଧାନ‌ରୁ

ନିଗର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିଗାର—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ନି+ଗୃ ଧାତୁ=ଗିଳିବା, ଖାଇବା+ଭାବ. ଅ)[ସମ୍ପାଦନା]

୧. ଭୋଜନ —୧. Eating.
୨. ଗିଳିବା; ଗଳାଧଃକରଣ — ୨. Swallowing; gulping; devouring.
୩. (+କରଣ. ଅ) ତୋଟି; ଗଳାଦେଶ — ୩. Throat.
୪. ନିଗଣ; ହୋମଧୁମ —୪. The smoke issuing from a sacrificial fire.
୫. ଏକ ସମାନ ଓଜନର ୫୫:ଟି ମୋତିର ସମୂହ (ହିନ୍ଦୀ - ଶ.) — ୫. An aggregate of ୫୫ pearls of the same weight.

ପ୍ରାଦେଶିକ - (ଯାଜପୁର)ବିଶେଷଣ -[ସମ୍ପାଦନା]

ଖାଣ୍ଟି —Genuine.

ଦେଶଜ - ବିଶେଷଣ -[ସମ୍ପାଦନା]

ନିଶ୍ଚିତ —Certain; definite.