ତୋଡ଼ାଣିଆ
ତୋଡ଼ାଣିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଏକପ୍ରକାର ଲତା ତୃଣ — A medicinal creeper.
[ଦ୍ରଷ୍ଟବ୍ୟ —ଏହାର ମୂଳ ଗୋରୁଙ୍କ ପାଇଁ ଔଷଧରେ ବ୍ୟବହୃତ ହୁଏ ଓ ମନୁଷ୍ୟ ଦେହରେ ବାହାରି ଥିବା ବଥରେ ଏହି ମୂଳକୁ ବାଟି ଲେପ ଦେଲେ ଅଳ୍ପ ସମୟ ମଧ୍ୟରେ ବଥ ଫାଟି ଯାଏ ]
ବିଶେଷଣ -[ସମ୍ପାଦନା]
- ୧. ତୋଡ଼ାଣି ମାତ୍ର ଖାଇ ଜୀବନ ଧାରଣ କରୁଥିବା; ଅତ୍ୟନ୍ତ ଗରୀବ —୧. Very poor; subsisting on gruel water only.
- ୨. ତୋଡ଼ାଣି ମିଶ୍ରିତ — ୨. Mixed with gruel water.
- ୩. ପରଘରେ ତୋଡ଼ଣି ପିଇ ବଞ୍ଚିଥିବା; ପରାନ୍ନଭୋଜୀ — ୩. Subsisting on another person's liberality.
ପ୍ରାଦେଶିକ - (ଯାଜପୁର) ବିଶେଷଣ -[ସମ୍ପାଦନା]
ତୋଡ଼ାଣିରେ ଖାଇବା ପାଇଁ ଉପଯୁକ୍ତ —Fit 'for being taken with Toṟḍ̠āṇi.
(ଯଥା—ଆମ୍ୱକସି ତୋଡ଼ାଣିଆ ହେଲାଣି )