ତୋଡ଼ାଣିଆ

ଉଇକିଅଭିଧାନ‌ରୁ

ତୋଡ଼ାଣିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ଲତା ତୃଣ — A medicinal creeper.

[ଦ୍ରଷ୍ଟବ୍ୟ —ଏହାର ମୂଳ ଗୋରୁଙ୍କ ପାଇଁ ଔଷଧରେ ବ୍ୟବହୃତ ହୁଏ ଓ ମନୁଷ୍ୟ ଦେହରେ ବାହାରି ଥିବା ବଥରେ ଏହି ମୂଳକୁ ବାଟି ଲେପ ଦେଲେ ଅଳ୍ପ ସମୟ ମଧ୍ୟରେ ବଥ ଫାଟି ଯାଏ ]

ବିଶେଷଣ -[ସମ୍ପାଦନା]

୧. ତୋଡ଼ାଣି ମାତ୍ର ଖାଇ ଜୀବନ ଧାରଣ କରୁଥିବା; ଅତ୍ୟନ୍ତ ଗରୀବ —୧. Very poor; subsisting on gruel water only.
୨. ତୋଡ଼ାଣି ମିଶ୍ରିତ — ୨. Mixed with gruel water.
୩. ପରଘରେ ତୋଡ଼ଣି ପିଇ ବଞ୍ଚିଥିବା; ପରାନ୍ନଭୋଜୀ — ୩. Subsisting on another person's liberality.

ପ୍ରାଦେଶିକ - (ଯାଜପୁର) ବିଶେଷଣ -[ସମ୍ପାଦନା]

ତୋଡ଼ାଣିରେ ଖାଇବା ପାଇଁ ଉପଯୁକ୍ତ —Fit 'for being taken with Toṟḍ̠āṇi.


(ଯଥା—ଆମ୍ୱକସି ତୋଡ଼ାଣିଆ ହେଲାଣି )