ବରଗା
ଦେଖଣା
ବରଗା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ବର୍ଗ; ପର୍ତ୍ତ. ଭର୍ଗା=ଯଷ୍ଟି)
[ସମ୍ପାଦନା]- ୧. କୋଠାର ଛାତରେ କଡ଼ି ଉପରେ ଯେଉଁ କ୍ଷୁଦ୍ରାକାଷ୍ଠ ଖଣ୍ଡମାନ ଦିଆଯାଇ ଥାଏ —୧. Rafter of the roof of a building.
[ଦ୍ରଷ୍ଟବ୍ୟ —ବରଗା ଉପରେ ଟାଇଲ୍ ବିଛା ହୁଏ]
- ୨. (ଜାହାଜିଆ ଭାଷା) ଜାହାଜର ପାଲରେ ଲାଗିଥିବା ଲମ୍ୱ କାଠି —୨. (nautical) Long bars or rollers attached to sails.
x x ପଛକୁ କଲମିଡୋଲ ଆଉ ବରଗାମାନ ଟେକି ଦେଇ ଗୁଡ଼ାଏ ଠିକ କରି ରଖି ଦେଇଅଛନ୍ତି ଫକୀରମୋହନ, ଗଳ୍ପସ୍ୱଳ୍ପ