ବରଗା

ଉଇକିଅଭିଧାନ‌ରୁ

ବରଗା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ବର୍ଗ; ପର୍ତ୍ତ. ଭର୍ଗା=ଯଷ୍ଟି)[ସମ୍ପାଦନା]

୧. କୋଠାର ଛାତରେ କଡ଼ି ଉପରେ ଯେଉଁ କ୍ଷୁଦ୍ରାକାଷ୍ଠ ଖଣ୍ଡମାନ ଦିଆଯାଇ ଥାଏ —୧. Rafter of the roof of a building.

[ଦ୍ରଷ୍ଟବ୍ୟ —ବରଗା ଉପରେ ଟାଇଲ୍ ବିଛା ହୁଏ]

୨. (ଜାହାଜିଆ ଭାଷା) ଜାହାଜର ପାଲରେ ଲାଗିଥିବା ଲମ୍ୱ କାଠି —୨. (nautical) Long bars or rollers attached to sails.

x x ପଛକୁ କଲମିଡୋଲ ଆଉ ବରଗାମାନ ଟେକି ଦେଇ ଗୁଡ଼ାଏ ଠିକ କରି ରଖି ଦେଇଅଛନ୍ତି ଫକୀରମୋହନ, ଗଳ୍ପସ୍ୱଳ୍ପ