ଜୁଡ଼ି ହଙ୍କାବା
ଜୁଡ଼ି ହଙ୍କାବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଜୁଡ଼ି ହଙ୍କାବା
|
(ଜୁଡ଼ି ହାଙ୍କିବା—ଅନ୍ୟରୂପ)
ପ୍ରାଦେଶିକ - (ମେଦିନୀପୁର, ବାଲେଶ୍ୱର)କ୍ରିୟାପଦ -[ସମ୍ପାଦନା]
- ୧. ବଗିରେ ଯୋଚା ହୋଇଥିବା ୨ଟି ଘୋଡ଼ାଙ୍କୁ ନିଯନ୍ତ୍ରିତ କରି ଗାଡ଼ି ଚଳାଇବା — ୧. To drive a pair of horses attached to a carriage; to drive a coach and a pair.
- ୨. ଜୋଡ଼ିଏ ଘୋଡ଼ା ଲାଗିଥିବା ଗାଡ଼ିରେ ଚଢି ବୁଲିବା — ୨. To use a coach driven by a pair of horses.
[ ଦ୍ର—ସେ ଜୋଡ଼ି ହଙ୍କାଇଲେଣି=ସେ ଖୁବ୍ ବଡ଼ଲୋକ ହେଲେଣି]