ଜୁଡ଼ି ହଙ୍କାବା

ଉଇକିଅଭିଧାନ‌ରୁ

ଜୁଡ଼ି ହଙ୍କାବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଜୁଡ଼ି ହାଙ୍କିବା—ଅନ୍ୟରୂପ)

ପ୍ରାଦେଶିକ - (ମେଦିନୀପୁର, ବାଲେଶ୍ୱର)କ୍ରିୟାପଦ -[ସମ୍ପାଦନା]

୧. ବଗିରେ ଯୋଚା ହୋଇଥିବା ୨ଟି ଘୋଡ଼ାଙ୍କୁ ନିଯନ୍ତ୍ରିତ କରି ଗାଡ଼ି ଚଳାଇବା — ୧. To drive a pair of horses attached to a carriage; to drive a coach and a pair.
୨. ଜୋଡ଼ିଏ ଘୋଡ଼ା ଲାଗିଥିବା ଗାଡ଼ିରେ ଚଢି ବୁଲିବା — ୨. To use a coach driven by a pair of horses.

[ ଦ୍ର—ସେ ଜୋଡ଼ି ହଙ୍କାଇଲେଣି=ସେ ଖୁବ୍ ବଡ଼ଲୋକ ହେଲେଣି]