ନାଡ଼ିଭୁଡ଼ି
ନାଡ଼ିଭୁଡ଼ି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)[ସମ୍ପାଦନା]
ଅନ୍ତବୁଜୁଳା —Intestines; entrails.
ପ୍ରାଦେଶିକ - (ବାଲେଶ୍ୱର ଓ ସିଂହଭୂମ)[ସମ୍ପାଦନା]
- ୧. ପୋଇଖାଡ଼ି; ପୋଇଖଡ଼ା — ୧. The stem of the Basella creeper.
- ୨. ସଜନାଆଦିର ଛୁଇଁ — ୨. The pod or legume of the Moringa tree.