ନାଡ଼ିଭୁଡ଼ି
ଦେଖଣା
ନାଡ଼ିଭୁଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)
[ସମ୍ପାଦନା]ଅନ୍ତବୁଜୁଳା —Intestines; entrails.
ପ୍ରାଦେଶିକ - (ବାଲେଶ୍ୱର ଓ ସିଂହଭୂମ)
[ସମ୍ପାଦନା]- ୧. ପୋଇଖାଡ଼ି; ପୋଇଖଡ଼ା — ୧. The stem of the Basella creeper.
- ୨. ସଜନାଆଦିର ଛୁଇଁ — ୨. The pod or legume of the Moringa tree.