ଜଳଜମି
ଦେଖଣା
ଜଳଜମି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ଜମିରେ ବର୍ଷା ଦିନରେ ଜଳ ଜମି ରହିବାରୁ ଭଲ ଧାନ ଫସଲ ହୁଏ — Good paddy-growing land.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ଅତି ନିକୃଷ୍ଟ ଧାନ—ଜମି (ଏଥିରେ ଖୁବ ମୋଟ ଧାନ ହୁଏ) — An inferior quality of paddy-growing land.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଜଳଚର୍ (ଦେଖ) - Jaḻachar (See)