ଚାଟି
ଦେଖଣା
ଚାଟି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବଡ଼ ଟୋକେଇ; ବେତା — ୧. A big basket.
ପେଟୁଟିମାନଙ୍କୁ ସେ ଛେନାଚାଟି ପରି, ବଢ଼ାଇଲେ ସମସ୍ତେ ଚିକ୍ୱଣୁଟି କରି କୃଷ୍ଣସିଂହ. ମହାଭାରତ. ବନ
- ୨. ଲୁଣ ପୋକାନ୍ତ ହେବାର ସ୍ଥାନ —୨. A place where sea-salt is manufactured.
ଗୁଲିଆ ଦାଦନ ଘେନି ଚାଟିକୁ ଚିଲିଯାଏ—ଫୋକୀରମୋହନ. ଗଳ୍ପସ୍ୱଳ୍ପ
ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଚାଁଟୀ)
[ସମ୍ପାଦନା]- ୧. ଜନ୍ଦା —୧. Big ants.
- ୨. ପିମ୍ପୁଡ଼ି —୨. Small ants.
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଚାଟା, ଚାଟାଇ)
[ସମ୍ପାଦନା]ଖଜୁରିପଟି — Mat made of date-palm leaves woven together.