ଚାଟି

ଉଇକିଅଭିଧାନ‌ରୁ

ଚାଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବଡ଼ ଟୋକେଇ; ବେତା — ୧. A big basket.


ପେଟୁଟିମାନଙ୍କୁ ସେ ଛେନାଚାଟି ପରି, ବଢ଼ାଇଲେ ସମସ୍ତେ ଚିକ୍ୱଣୁଟି କରି କୃଷ୍ଣସିଂହ. ମହାଭାରତ. ବନ

୨. ଲୁଣ ପୋକାନ୍ତ ହେବାର ସ୍ଥାନ —୨. A place where sea-salt is manufactured.

ଗୁଲିଆ ଦାଦନ ଘେନି ଚାଟିକୁ ଚିଲିଯାଏ—ଫୋକୀରମୋହନ. ଗଳ୍ପସ୍ୱଳ୍ପ

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଚାଁଟୀ)[ସମ୍ପାଦନା]

୧. ଜନ୍ଦା —୧. Big ants.
୨. ପିମ୍ପୁଡ଼ି —୨. Small ants.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଚାଟା, ଚାଟାଇ)[ସମ୍ପାଦନା]

ଖଜୁରିପଟି — Mat made of date-palm leaves woven together.