ମେଣ୍ଟା
ମେଣ୍ଟା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ପ୍ରାଦେଶିକ - ବିଶେଷ୍ୟ -[ସମ୍ପାଦନା]
- ୧. (କେନ୍ଦ୍ରାପଡ଼ା) ଖୁଣ୍ଟ —୧. Post.
- ୨. (ଆଳି) ଜନ୍ତର ଅଡ଼ିଶିଳାକୁ ମୁଣ୍ଡାଇବା ଖୁଣ୍ଟାଦ୍ୱୟ —୨. The two posts which support the
horizontal cross-beam of a water-lifting contrivance.
ମେଣ୍ଟା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଳ୍ ଧାତୁ; ପ୍ରା ମିଟ୍ ଧାତୁ; ତୁଳ ଇଂରାଜୀ - ମାଟ୍ mat)—
- ୧. ଶିସା ଥିବା ଏକତ୍ରୀକୃତ ଧାନ କେଣ୍ଡାମାନଙ୍କର ବେଣିବନ୍ଧା ଗୁଚ୍ଛ —୧. Ears of paddy woven or braided into a bunch (for ornamental purposes)
[ଉ— ଫୁଲ୍ଲ ରଙ୍ଗ ଶତଦଳ ଶୋଭେ ଦକ୍ଷ କରେ ଦକ୍ଷେତରେ ଧାନ ମେଣ୍ଟି ରାଧାନାଥ ମହାଯାତ୍ରା]
- ୨. ଧୂଆଁପତ୍ରର କାଣ୍ଡମାନଙ୍କ ମଧ୍ୟରେ ଗୋଟିଏ ସୂତା ବା କିଆପଟ ଗଳାଇ କରାଯିବା ପତଳା ଗୋଚ୍ଛା —୨. A number of tobacco stems strung through an made into a mat; matted tabacco leaves.