ମେଣ୍ଟା

ଉଇକିଅଭିଧାନ‌ରୁ

ମେଣ୍ଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. (କେନ୍ଦ୍ରାପଡ଼ା) ଖୁଣ୍ଟ —୧. Post.
୨. (ଆଳି) ଜନ୍ତର ଅଡ଼ିଶିଳାକୁ ମୁଣ୍ଡାଇବା ଖୁଣ୍ଟାଦ୍ୱୟ —୨. The two posts which support the
horizontal cross-beam of a water-lifting contrivance.



ମେଣ୍ଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଳ୍ ଧାତୁ; ପ୍ରା ମିଟ୍ ଧାତୁ; ତୁଳ ଇଂରାଜୀ - ମାଟ୍ mat)—

୧. ଶିସା ଥିବା ଏକତ୍ରୀକୃତ ଧାନ କେଣ୍ଡାମାନଙ୍କର ବେଣିବନ୍ଧା ଗୁଚ୍ଛ —୧. Ears of paddy woven or braided into a bunch (for ornamental purposes)

[ଉ— ଫୁଲ୍ଲ ରଙ୍ଗ ଶତଦଳ ଶୋଭେ ଦକ୍ଷ କରେ ଦକ୍ଷେତରେ ଧାନ ମେଣ୍ଟି ରାଧାନାଥ ମହାଯାତ୍ରା]

୨. ଧୂଆଁପତ୍ରର କାଣ୍ଡମାନଙ୍କ ମଧ୍ୟରେ ଗୋଟିଏ ସୂତା ବା କିଆପଟ ଗଳାଇ କରାଯିବା ପତଳା ଗୋଚ୍ଛା —୨. A number of tobacco stems strung through an made into a mat; matted tabacco leaves.