ଛେ
ଦେଖଣା
ଛେ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା](ଅସୂୟାର୍ଥକ ଅବ୍ୟୟ) ଛି! — (interjection) Fie !
ପ୍ରାଦେଶିକ - (ଭତ୍ରି ଭାଖା) ବିଶେଷ୍ୟ -
[ସମ୍ପାଦନା]ଛଅ; ୬ —The number ୬.
ପ୍ରାଦେଶିକ - (ସମ୍ୱଲପୁର) ପ୍ରତ୍ୟୟ
[ସମ୍ପାଦନା]ବର୍ତ୍ତମାନକାଳ ୩ୟ ପୁରୁଷ ଏକ ବଚନର କ୍ରିୟାରେ ଲାଗେ —An affix or inflection to verbs in the present tense ୩rd person singular.
(ଯଥା—ଯାଉଛେ= ଯାଉଛି, ଅଛେ= ଅଛି)