ଛେ

ଉଇକିଅଭିଧାନ‌ରୁ

ଛେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ[ସମ୍ପାଦନା]

(ଅସୂୟାର୍ଥକ ଅବ୍ୟୟ) ଛି! — (interjection) Fie !

ପ୍ରାଦେଶିକ - (ଭତ୍ରି ଭାଖା) ବିଶେଷ୍ୟ -[ସମ୍ପାଦନା]

ଛଅ; ୬ —The number ୬.

ପ୍ରାଦେଶିକ - (ସମ୍ୱଲପୁର) ପ୍ରତ୍ୟୟ[ସମ୍ପାଦନା]

ବର୍ତ୍ତମାନକାଳ ୩ୟ ପୁରୁଷ ଏକ ବଚନର କ୍ରିୟାରେ ଲାଗେ —An affix or inflection to verbs in the present tense ୩rd person singular.

(ଯଥା—ଯାଉଛେ= ଯାଉଛି, ଅଛେ= ଅଛି)