ପିଲେଇବା
ପିଲେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - କ୍ରି.[ସମ୍ପାଦନା]
- ୧. ପ୍ରୟୋଗ କରିବା — ୧. To apply.
- ୨. (ବୁଦା ଆଦି ସତେଜ ହୋଇ) କୁଆଁ ମାରିବା — ୨. (a bush) To shoot forth sprouts.
=== ପ୍ରାଦେଶିକ - (ଗଡ଼ଜାତ)
(ବେଉଷଣପରେ ଧାନଗଛ) ମୂଳରୁ ଏକାଧିକ କୁଆଁ ଦେଇ ବୁଦାଳିଆ ହୋଇ ଉଠିବା — (the paddy plant) To sprout into bushy shoots after puddling.