ପିଲେଇବା
=== ପ୍ରାଦେଶିକ - (ଗଡ଼ଜାତ)
(ବେଉଷଣପରେ ଧାନଗଛ) ମୂଳରୁ ଏକାଧିକ କୁଆଁ ଦେଇ ବୁଦାଳିଆ ହୋଇ ଉଠିବା — (the paddy plant) To sprout into bushy shoots after puddling.