ଶୀତଳ

ଉଇକିଅଭିଧାନ‌ରୁ

ଶୀତଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ସଂସ୍କୃତ - ବିଣ—(ଶୀତ+ଲା ଧାତୁ=ଦାନ କରିବା+ଅ; ଶୀତ+ ଅଛି ଅର୍ଥରେ ଳ)[ସମ୍ପାଦନା]

୧. ଶୈତ୍ୟଗୁଣ ବିଶିଷ୍ଟ; ଥଣ୍ଡା — ୧. Cool; cold; chilly.
୨. ଧୀର; ଶାନ୍ତ — ୨. Meek; mild.
୩. ନିରୁବ୍ଦେଗ —୩. Serene.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଚନ୍ଦନ —୧. Sandal.
୨. ମୌକ୍ତିକ; ମୁକ୍ତା —୨. Pearl.
୩. ଚନ୍ଦ୍ର —୩. Moon.
୪. ବେଣାମୂଳ —୪. The root of Beṇā grass.
୫. ଶିଳା ପୁଷ୍ପ; ଶୈଳେୟ; ଔଷଧ ଦ୍ରବ୍ୟ ବିଶେଷ — ୫. Liquid amber; Parmalia.
୬. ଅଚଳ— ପର୍ଣ୍ଣୀ ନାମକ ଗୁଳ୍ମ —୬. A berbarious plant.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମୃତ୍ୟୁର ୪ ର୍ଥ, ୭ମ, ଓ ୯ମ ଦିନ ବନ୍ଧୁ, ଜ୍ଞାତି ଓ କୁଟୁମ୍ୱମାନଙ୍କୁ ଖାଇବାକୁ ଦିଆଯିବା ଜଳଖିଆ ସାମଗ୍ରୀ ୧. Tiffin with which the kinsmen and relatives of a deceased are fed on the ୪th, ୭th, and ୯th days during the obsequies.
୨. ମ଼ୃତାହର ୪ର୍ଥ, ୭ମ ଓ ନବମ ଦିନ — ୨. The ୪th, ୭th, and ୯th days of the funerals.
୩. ଜଳଖିଆ ସାମଗ୍ରୀ; ନିସଙ୍ଖୁଡ଼ି ପଦାର୍ଥ — ୩. Tiffin; refreshment; light food. (expect rice and curry); sweet meats.
୪. ସକାଳେ ଓ ସନ୍ଧ୍ୟାବେଳେ ଠାକୁରଙ୍କୁ ଦିଆଯିବା ଜଳଖିଆ ଭୋଗ —୪. Light refreshments offered to Deity in the morning and evening.
୫. ଶୀତଳତା —୫. Coldness.

[ଉ— ବିତରତି କି ହିମ ଶୀତଳ ପ୍ରାଚୀ. ରସବାରଧି]