ଶୀତଳ
ଦେଖଣା
ଶୀତଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ଶୀତ+ଲା ଧାତୁ=ଦାନ କରିବା+ଅ; ଶୀତ+ ଅଛି ଅର୍ଥରେ ଳ)
[ସମ୍ପାଦନା]- ୧. ଶୈତ୍ୟଗୁଣ ବିଶିଷ୍ଟ; ଥଣ୍ଡା — ୧. Cool; cold; chilly.
- ୨. ଧୀର; ଶାନ୍ତ — ୨. Meek; mild.
- ୩. ନିରୁବ୍ଦେଗ —୩. Serene.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚନ୍ଦନ —୧. Sandal.
- ୨. ମୌକ୍ତିକ; ମୁକ୍ତା —୨. Pearl.
- ୩. ଚନ୍ଦ୍ର —୩. Moon.
- ୪. ବେଣାମୂଳ —୪. The root of Beṇā grass.
- ୫. ଶିଳା ପୁଷ୍ପ; ଶୈଳେୟ; ଔଷଧ ଦ୍ରବ୍ୟ ବିଶେଷ — ୫. Liquid amber; Parmalia.
- ୬. ଅଚଳ— ପର୍ଣ୍ଣୀ ନାମକ ଗୁଳ୍ମ —୬. A berbarious plant.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୃତ୍ୟୁର ୪ ର୍ଥ, ୭ମ, ଓ ୯ମ ଦିନ ବନ୍ଧୁ, ଜ୍ଞାତି ଓ କୁଟୁମ୍ୱମାନଙ୍କୁ ଖାଇବାକୁ ଦିଆଯିବା ଜଳଖିଆ ସାମଗ୍ରୀ ୧. Tiffin with which the kinsmen and relatives of a deceased are fed on the ୪th, ୭th, and ୯th days during the obsequies.
- ୨. ମ଼ୃତାହର ୪ର୍ଥ, ୭ମ ଓ ନବମ ଦିନ — ୨. The ୪th, ୭th, and ୯th days of the funerals.
- ୩. ଜଳଖିଆ ସାମଗ୍ରୀ; ନିସଙ୍ଖୁଡ଼ି ପଦାର୍ଥ — ୩. Tiffin; refreshment; light food. (expect rice and curry); sweet meats.
- ୪. ସକାଳେ ଓ ସନ୍ଧ୍ୟାବେଳେ ଠାକୁରଙ୍କୁ ଦିଆଯିବା ଜଳଖିଆ ଭୋଗ —୪. Light refreshments offered to Deity in the morning and evening.
- ୫. ଶୀତଳତା —୫. Coldness.
[ଉ— ବିତରତି କି ହିମ ଶୀତଳ ପ୍ରାଚୀ. ରସବାରଧି]