ଦର୍ଶେଇବା
ଦେଖଣା
ଦର୍ଶେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଦୃଶ ଧାତୁ ଣିଚ, ଦର୍ଶ ଧାତୁ)
[ସମ୍ପାଦନା]- ୧. ଦର୍ଶନ କରାଇବା; ଦେଖାଇବା — ୧. To show; to exhibit; to display; to point out.
- ୨. (କଚିରିଆ) ପ୍ରମାଣ ଉପସ୍ଥାପିତ କରିବା; ଦାଖଲ କରିବା — ୨. To cite; to adduce; to produce.
- ୩. ଅନ୍ୟର ଦୃଷ୍ଟି ଆକର୍ଷଣ କରିବା — ୩. To attract the attention of another.
- ୪. ପ୍ରମାଣିତ କରିବା —୪. To prove.