ଦର୍ଶେଇବା

ଉଇକିଅଭିଧାନ‌ରୁ

ଦର୍ଶେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦୃଶ ଧାତୁ ଣିଚ, ଦର୍ଶ ଧାତୁ)[ସମ୍ପାଦନା]

୧. ଦର୍ଶନ କରାଇବା; ଦେଖାଇବା — ୧. To show; to exhibit; to display; to point out.
୨. (କଚିରିଆ) ପ୍ରମାଣ ଉପସ୍ଥାପିତ କରିବା; ଦାଖଲ କରିବା — ୨. To cite; to adduce; to produce.
୩. ଅନ୍ୟର ଦୃଷ୍ଟି ଆକର୍ଷଣ କରିବା — ୩. To attract the attention of another.
୪. ପ୍ରମାଣିତ କରିବା —୪. To prove.