ତଲାସି ଦେବା
ଦେଖଣା
ତଲାସି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଲାସି ଦେବା
|
ଦେଶଜ - କ୍ରି. (ତୁ. ତଲ୍ଲାସୀ) (କଚିରିଆ)
[ସମ୍ପାଦନା]- ୧. ଚୋରାମାଲ ବା ହଜିଥିବା ଦ୍ରବ୍ୟ ପାଇଁ ଆପଣା ଘର ବା ଆପଣା ଦେହକୁ ଖୋଜିବା ନିମନ୍ତେ ଅନ୍ୟବ୍ୟକ୍ତିଙ୍କୁ (ଯଥା—ପୁଲିସ କର୍ମଚାରୀଙ୍କୁ) ସୁବିଧା ଦେବା — ୧. To submit one's house or person to search by another for a lost or stolen thing.
- ୨. କୌଣସି ସନ୍ଦେହୀ ବ୍ୟକ୍ତିର ଦେହ ବା ସ୍ଥାନ ଖୋଜିବାକୁ ଯିବା ପୁଲିସ କର୍ମଚାରୀ ନିଜର ଦେହ ବା ଲୁଗାପଟାରେ କିଛି ଜିନିସ ଲୁଚାଇ ନାହାନ୍ତି ଏହା ଉପସ୍ଥିତ ବ୍ୟକ୍ତିମାନଙ୍କୁ ଦେଖାଇବାପାଇଁ ନିଜର ଦେହ ବା ଲୁଗାପଟା ଝାଡିଝୁଡ଼ି ହେବା — ୨. (a police officer) To show to the persons present at a search that nothing is cencealed in his person or dress.