ତଲାସି ଦେବା

ଉଇକିଅଭିଧାନ‌ରୁ

ତଲାସି ଦେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ତୁ. ତଲ୍ଲାସୀ) (କଚିରିଆ)[ସମ୍ପାଦନା]

୧. ଚୋରାମାଲ ବା ହଜିଥିବା ଦ୍ରବ୍ୟ ପାଇଁ ଆପଣା ଘର ବା ଆପଣା ଦେହକୁ ଖୋଜିବା ନିମନ୍ତେ ଅନ୍ୟବ୍ୟକ୍ତିଙ୍କୁ (ଯଥା—ପୁଲିସ କର୍ମଚାରୀଙ୍କୁ) ସୁବିଧା ଦେବା — ୧. To submit one's house or person to search by another for a lost or stolen thing.
୨. କୌଣସି ସନ୍ଦେହୀ ବ୍ୟକ୍ତିର ଦେହ ବା ସ୍ଥାନ ଖୋଜିବାକୁ ଯିବା ପୁଲିସ କର୍ମଚାରୀ ନିଜର ଦେହ ବା ଲୁଗାପଟାରେ କିଛି ଜିନିସ ଲୁଚାଇ ନାହାନ୍ତି ଏହା ଉପସ୍ଥିତ ବ୍ୟକ୍ତିମାନଙ୍କୁ ଦେଖାଇବାପାଇଁ ନିଜର ଦେହ ବା ଲୁଗାପଟା ଝାଡିଝୁଡ଼ି ହେବା — ୨. (a police officer) To show to the persons present at a search that nothing is cencealed in his person or dress.