ଚପଳେ
ଦେଖଣା
ଚପଳେ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଚପଳମ୍)
[ସମ୍ପାଦନା]- ୧. ଶ୍ରୀଘ୍ର; ଚଞ୍ଚଳ — ୧. Quickly.,
ଚୁମ୍ୱି ବାରୁଣୀକି ଦିନ ଦ୍ୟୁତି, ଚପଳେ ଅମ୍ୱର ବରଜନ୍ତି କବିସୂର୍ଯ୍ୟ, କିଶୋରୀଚମ୍ପୁ ଚ. ଗୀତ
- ୨. (ଲକ୍ଷଣାର୍ଥ) ଚପଳତା ସହକାରେ; ଆଗ ପଛ ବିଚାର ନ କରି —୨. Precipitously.
ଚଉଠେ ନ ରଖିଲା ସେ ସ୍ନେହର, ଚପଳେ ଛଡ଼ାଇ ଦେଇ ଦେହରୁ କବିସୂର୍ଯ୍ୟ. କବିତା. କଲ୍ଲୋଳ