ଚପଳେ

ଉଇକିଅଭିଧାନ‌ରୁ

ଚପଳେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଚପଳମ୍)[ସମ୍ପାଦନା]

୧. ଶ୍ରୀଘ୍ର; ଚଞ୍ଚଳ — ୧. Quickly.,

ଚୁମ୍ୱି ବାରୁଣୀକି ଦିନ ଦ୍ୟୁତି, ଚପଳେ ଅମ୍ୱର ବରଜନ୍ତି କବିସୂର୍ଯ୍ୟ, କିଶୋରୀଚମ୍ପୁ ଚ. ଗୀତ

୨. (ଲକ୍ଷଣାର୍ଥ) ଚପଳତା ସହକାରେ; ଆଗ ପଛ ବିଚାର ନ କରି —୨. Precipitously.

ଚଉଠେ ନ ରଖିଲା ସେ ସ୍ନେହର, ଚପଳେ ଛଡ଼ାଇ ଦେଇ ଦେହରୁ କବିସୂର୍ଯ୍ୟ. କବିତା. କଲ୍ଲୋଳ