ଚୁଚୁ
ଦେଖଣା
ଚୁଚୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ଚୁଚୁକାର (ଦେଖ) - ୧. Chuchukāra (See)
- ୨. ବିରାଡ଼ିକୁ ନିକଟକୁ ଡ଼ାକିବାର ଶବ୍ଦ — ୨. The sound for calling cats.
ଦେଶଜ - ଅ
[ସମ୍ପାଦନା]- ୧. (କୌଣସି ବସ୍ତୁ ବା ଉଦ୍ଦେଶ୍ୟ ନଷ୍ଟ ହେଲେ ବା କୌଣସି ବ୍ୟକ୍ତି ମଲେ ବା ବିପନ୍ନ ହେଲେ ତଜ୍ଜନିତ ଦୁଃଖରେ ଅନ୍ୟ ବ୍ୟକ୍ତିଦ୍ୱାରା ଉଚ୍ଚାରିତ ଶବ୍ଦ) ହାୟ — ୧. (word uttered expressing regret) Alas !
- ୨. (ବିରାଡ଼ି କୁକୁର ଆଦିଙ୍କୁ ପାଖକୁ ଡାକିବା ବେଳେ ବା ପାଳିତ ଜୀବଙ୍କୁ ଗେଲ କଲା ବେଳେ ଉଚ୍ଚାରିତ ଶବ୍ଦ) ଆସ୍ ! —୨. Come ! (a word uttered while caressing or calling a pet animal.