ଚୁଚୁ

ଉଇକିଅଭିଧାନ‌ରୁ

ଚୁଚୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଚୁଚୁକାର (ଦେଖ) - ୧. Chuchukāra (See)
୨. ବିରାଡ଼ିକୁ ନିକଟକୁ ଡ଼ାକିବାର ଶବ୍ଦ — ୨. The sound for calling cats.

ଦେଶଜ - ଅ[ସମ୍ପାଦନା]

୧. (କୌଣସି ବସ୍ତୁ ବା ଉଦ୍ଦେଶ୍ୟ ନଷ୍ଟ ହେଲେ ବା କୌଣସି ବ୍ୟକ୍ତି ମଲେ ବା ବିପନ୍ନ ହେଲେ ତଜ୍ଜନିତ ଦୁଃଖରେ ଅନ୍ୟ ବ୍ୟକ୍ତିଦ୍ୱାରା ଉଚ୍ଚାରିତ ଶବ୍ଦ) ହାୟ — ୧. (word uttered expressing regret) Alas !
୨. (ବିରାଡ଼ି କୁକୁର ଆଦିଙ୍କୁ ପାଖକୁ ଡାକିବା ବେଳେ ବା ପାଳିତ ଜୀବଙ୍କୁ ଗେଲ କଲା ବେଳେ ଉଚ୍ଚାରିତ ଶବ୍ଦ) ଆସ୍ ! —୨. Come ! (a word uttered while caressing or calling a pet animal.