ଟୁପ୍ଟୁପ୍
ଟୁପ୍ଟୁପ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଟପ୍ଟାପ୍, ଟୁପୁଟୁପୁ,ଅନ୍ୟରୂପ
ଅନୁବାଦ[ସମ୍ପାଦନା]
ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]
- ୧. ଧୀରେ ଧୀରେ ବର୍ଷା ହେବାର ଶବ୍ଦ —୧. Soft pattering sound of rain.
[ଦ୍ରଷ୍ଟବ୍ୟ —'ଟୁପ୍ଟୁପ୍' 'ଟପ୍ଟପ୍' ଠାରୁ କ୍ଷୀଣତର]
- ୨. ଅନୁଚ୍ଚସ୍ୱରରେ ଦୁଇ ବା ତତୋଽଧିକ ବ୍ୟକ୍ତିଙ୍କର କଥାବାର୍ତ୍ତା ହେବାର ଶବ୍ଦ; ଫୁସ୍ଫୁସ୍ — ୨. Talking in whispers or undertone.
- ୩. ଛୋଟ ମୁନିଆଁ ବସ୍ତୁ ନରମ ବସ୍ତୁରେ ଗଳିବା — ୩. Pricking of of soft things by small pointed things.