ଟୁପ୍ଟୁପ୍

ଉଇକିଅଭିଧାନ‌ରୁ

ଟୁପ୍ଟୁପ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଟପ୍ଟାପ୍, ଟୁପୁଟୁପୁ,ଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଧୀରେ ଧୀରେ ବର୍ଷା ହେବାର ଶବ୍ଦ —୧. Soft pattering sound of rain.

[ଦ୍ରଷ୍ଟବ୍ୟ —'ଟୁପ୍ଟୁପ୍' 'ଟପ୍ଟପ୍' ଠାରୁ କ୍ଷୀଣତର]

୨. ଅନୁଚ୍ଚସ୍ୱରରେ ଦୁଇ ବା ତତୋଽଧିକ ବ୍ୟକ୍ତିଙ୍କର କଥାବାର୍ତ୍ତା ହେବାର ଶବ୍ଦ; ଫୁସ୍ଫୁସ୍ — ୨. Talking in whispers or undertone.
୩. ଛୋଟ ମୁନିଆଁ ବସ୍ତୁ ନରମ ବସ୍ତୁରେ ଗଳିବା — ୩. Pricking of of soft things by small pointed things.