Jump to content

ରାବଣା

ଉଇକିଅଭିଧାନ‌ରୁ

ରାବଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଣ—(ରାବଣ ପରି)

ଅତି ଦୀର୍ଘକାୟ — Gigantic.

[ଦ୍ରଷ୍ଟବ୍ୟ —ଧାନ ଆଦି ଗଛ ଅତିରିକ୍ତ ରୂପେ ବଢ଼ିଗଲେ ଲୋକେ କହନ୍ତି ଏ ଗଛଗୁଡ଼ାକ ରବଣା ହୋଇ ବଢ଼ି ଯାଉଛନ୍ତି ବୃହତ୍କାୟ ଓ ଡ଼େଙ୍ଗାବ୍ୟକ୍ତିଙ୍କୁ ମଧ୍ୟ 'ରାବଣା' ବିଶେଷଣ ଦିଆଯାଏ]

ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ମୋଟ ଶାରଦ ଧାନ —Name of a coarse king of paddy; Spinifix Squarrosus (Haines).

ପ୍ରାଦେଶିକ - (ବୌଦ୍ଧ,ଆଠମଲ୍ଲିକ) ବିଶେଷ୍ୟ -

[ସମ୍ପାଦନା]

ଶାଗୁଣା —Vulture.