ରାବଣା
ଦେଖଣା
ରାବଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାବଣା
|
=== ଦେଶଜ - ବିଣ—(ରାବଣ ପରି)
ଅତି ଦୀର୍ଘକାୟ — Gigantic.
[ଦ୍ରଷ୍ଟବ୍ୟ —ଧାନ ଆଦି ଗଛ ଅତିରିକ୍ତ ରୂପେ ବଢ଼ିଗଲେ ଲୋକେ କହନ୍ତି ଏ ଗଛଗୁଡ଼ାକ ରବଣା ହୋଇ ବଢ଼ି ଯାଉଛନ୍ତି ବୃହତ୍କାୟ ଓ ଡ଼େଙ୍ଗାବ୍ୟକ୍ତିଙ୍କୁ ମଧ୍ୟ 'ରାବଣା' ବିଶେଷଣ ଦିଆଯାଏ]
ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ମୋଟ ଶାରଦ ଧାନ —Name of a coarse king of paddy; Spinifix Squarrosus (Haines).
ପ୍ରାଦେଶିକ - (ବୌଦ୍ଧ,ଆଠମଲ୍ଲିକ) ବିଶେଷ୍ୟ -
[ସମ୍ପାଦନା]ଶାଗୁଣା —Vulture.