ପୁରସ୍ତମ
ଦେଖଣା
ପୁରସ୍ତମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୁରସ୍ତମ
|
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପୁରୁଷୋତ୍ତମାର ଅଶୁଦ୍ଧ ଉଚ୍ଚାରଣ)
[ସମ୍ପାଦନା]- ୧. ଶ୍ରୀ କ୍ଷେତ୍ର; ପୁରୀ ସହର — ୧. The town of Puri.
ଯାଉଛି ଅନ୍ଧ ପୁରସ୍ତମକୁ ହେ ଅନ୍ଧ ସୁଆଙ୍ଗ ଗୀତା
- ୨. ପୁରୁଷୋତ୍ତମ ନାମକ ବ୍ୟକ୍ତିର ଡାକ ନାମ — ୨. Name of calling a person named Purushottama.