ପୁରସ୍ତମ

ଉଇକିଅଭିଧାନ‌ରୁ

ପୁରସ୍ତମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପୁରୁଷୋତ୍ତମାର ଅଶୁଦ୍ଧ ଉଚ୍ଚାରଣ)[ସମ୍ପାଦନା]

୧. ଶ୍ରୀ କ୍ଷେତ୍ର; ପୁରୀ ସହର — ୧. The town of Puri.

ଯାଉଛି ଅନ୍ଧ ପୁରସ୍ତମକୁ ହେ ଅନ୍ଧ ସୁଆଙ୍ଗ ଗୀତା

୨. ପୁରୁଷୋତ୍ତମ ନାମକ ବ୍ୟକ୍ତିର ଡାକ ନାମ — ୨. Name of calling a person named Purushottama.