Jump to content

ହେମାଳ

ଉଇକିଅଭିଧାନ‌ରୁ
  • ହିମକାଳ; ହେମନ୍ତଋତୁ
  • ଅତି ଥଣ୍ତା ଋତୁ

ବିଶେଷଣ (ଦେଶଜ)

[ସମ୍ପାଦନା]
  • ଅତି ଶୀତଳ
  • ଯାହାର ଦେହ ଅତି ଶୀତଳ ହୋଇଥାଏ
  • ଅତ୍ୟନ୍ତ ଶୀତସ୍ପର୍ଶ
  • ଦୀପକ ରାଗର ପୁତ୍ର, ରାଗିଣୀ ବିଶେଷ

ବିଶେଷଣ (ପ୍ରାଦେଶିକ)

[ସମ୍ପାଦନା]
  • ଗୋଠର ସବୁଯାକ ଗାଈ କୌଣସି ଆକସ୍ମିକ କାରଣରୁ ହୁରୁଡି, ଲାଞ୍ଜଟେକି, ହମ୍ବାରାବ କରି ଏଣେ ତେଣେ ଦଉଡୁଥିବା