ହେମାଳ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ହିମକାଳ; ହେମନ୍ତଋତୁ
  • ଅତି ଥଣ୍ତା ଋତୁ

ବିଶେଷଣ (ଦେଶଜ)[ସମ୍ପାଦନା]

  • ଅତି ଶୀତଳ
  • ଯାହାର ଦେହ ଅତି ଶୀତଳ ହୋଇଥାଏ
  • ଅତ୍ୟନ୍ତ ଶୀତସ୍ପର୍ଶ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଦୀପକ ରାଗର ପୁତ୍ର, ରାଗିଣୀ ବିଶେଷ

ବିଶେଷଣ (ପ୍ରାଦେଶିକ)[ସମ୍ପାଦନା]

  • ଗୋଠର ସବୁଯାକ ଗାଈ କୌଣସି ଆକସ୍ମିକ କାରଣରୁ ହୁରୁଡି, ଲାଞ୍ଜଟେକି, ହମ୍ବାରାବ କରି ଏଣେ ତେଣେ ଦଉଡୁଥିବା