କୟାଁସଡ଼ା
ଦେଖଣା
କୟାଁସଡ଼ା —
ଉଚ୍ଚାରଣ: Kayāñsaṟḍ̠ā
ପ୍ରାଦେ. (ଗଡ଼ଜାତ) ବି —
ପାଚିଲା ତିନ୍ତୁଳିକୁ ପାଣିରେ ଚକଟି ସେଥିରୁ ମଞ୍ଜି, ପାରୁ ଓ ଖୋଲା ମାନ ବାହାର କରି ପକାଇ ସେହି କାଦୁଆ ରସକୁ କୁଲା ଓ ଡାଲା ଆଦିର ପିଠିରେ ଲେପି ଖରାରେ ଶୁଖାଇ କରାଯିବା ଆଚାର —A pickle made by laying up successive layers of gruel made from ripe tamarind pulp.