କୟାଁସଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୟାଁସଡ଼ା
ଉଚ୍ଚାରଣ: Kayāñsaṟḍ̠ā

ପ୍ରାଦେ. (ଗଡ଼ଜାତ) ବି —

ପାଚିଲା ତିନ୍ତୁଳିକୁ ପାଣିରେ ଚକଟି ସେଥିରୁ ମଞ୍ଜି, ପାରୁ ଓ ଖୋଲା ମାନ ବାହାର କରି ପକାଇ ସେହି କାଦୁଆ ରସକୁ କୁଲା ଓ ଡାଲା ଆଦିର ପିଠିରେ ଲେପି ଖରାରେ ଶୁଖାଇ କରାଯିବା ଆଚାର —A pickle made by laying up successive layers of gruel made from ripe tamarind pulp.