ଟିଉବ୍ ଉଏଲ୍
ଦେଖଣା
ଟିଉବ୍ ଉଏଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟିଉବ୍ୱେଲ୍)
[ସମ୍ପାଦନା]କଳକୁଅ — Tube well.
[ଦ୍ରଷ୍ଟବ୍ୟ —କୂଅ ପାଇଁ ମାଟିରେ ଗହିରା ଗାତ ନ ଖୋଜି ଗୋଟିଏ ଲୁହା ନଳକୁ ମାଟିରେ ତଳ ଆଡ଼କୁ ଠେଲି ମାଡ଼ିବାକୁ ହୁଏ ଓ
ନଳଟି ମାଟି ଭିତରକୁ କ୍ରମଶଃ ପଶୁଥାଏ ଏହିପରି ପଶୁ ପଶୁ ନଳ ଯେତେବେଳେ ଭୂଗର୍ଭସ୍ଥ ଜଳସ୍ରୋତ ହାବୁଡ଼େ ସେତେବେଳେ ସେହି ନଳବାଟେ ଉକ୍ତ ଜଳ ପିଚିକି କରି ଉପରକୁ ଉଠି ଆସେ ଓ ନଳ ମୁହଁରେ ପାଣି ବାହାରେ]