ଟିଉବ୍ ଉଏଲ୍

ଉଇକିଅଭିଧାନ‌ରୁ

ଟିଉବ୍ ଉଏଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟିଉବ୍ୱେଲ୍)[ସମ୍ପାଦନା]

କଳକୁଅ — Tube well.

[ଦ୍ରଷ୍ଟବ୍ୟ —କୂଅ ପାଇଁ ମାଟିରେ ଗହିରା ଗାତ ନ ଖୋଜି ଗୋଟିଏ ଲୁହା ନଳକୁ ମାଟିରେ ତଳ ଆଡ଼କୁ ଠେଲି ମାଡ଼ିବାକୁ ହୁଏ ଓ

ନଳଟି ମାଟି ଭିତରକୁ କ୍ରମଶଃ ପଶୁଥାଏ ଏହିପରି ପଶୁ ପଶୁ ନଳ ଯେତେବେଳେ ଭୂଗର୍ଭସ୍ଥ ଜଳସ୍ରୋତ ହାବୁଡ଼େ ସେତେବେଳେ ସେହି ନଳବାଟେ ଉକ୍ତ ଜଳ ପିଚିକି କରି ଉପରକୁ ଉଠି ଆସେ ଓ ନଳ ମୁହଁରେ ପାଣି ବାହାରେ]