ପ୍ରସିଦ୍ଧ
ପ୍ରସିଦ୍ଧ
ଉଚ୍ଚାରଣ
[ସମ୍ପାଦନା]ପ୍ରସିଦ୍ଧି, ପ୍ରସିଦ୍ଧତାବି
ସଂସ୍କୃତ - ବିଶେଷଣ - (ପ୍ର+ସିଧ୍ ଧାତୁ=ସମ୍ପନ୍ନ ହେବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ବିଖ୍ୟାତ —୧. Celebrated; famous soted.
- ୨. ଅଳଙ୍କୃତ; ଭୂଷିତ — ୨. Adorned; ornamented.
- ୩. ଉନ୍ନତ —୩. Enlightened.
ଦେଶଜ - ଅ
[ସମ୍ପାଦନା]ନିଶ୍ଚେ —Certainly.
ଜଳତତ୍ତ୍ୱେ ପୁଣ୍ୟ କଲେ ଆବର ବା ଯୁଦ୍ଧ ଜାଣିବ ଏ ଦୁଇ କଥା ମିଳିବ ପ୍ରସିଦ୍ଧ ପ୍ରାଚୀ. ଶିବସ୍ୱରୋଦୟ